ନଡ଼ିଆ ଭଉଁରିଆ
ଦେଖଣା
ନଡ଼ିଆ ଭଉଁରିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନଡ଼ିଆ ଭଉଁରିଆ
|
ପ୍ରାଦେଶିକ - (ପୁରୀ) ବିଶେଷ୍ୟ -
[ସମ୍ପାଦନା]- ୧. ପ୍ରତ୍ୟେକ ନଡ଼ିଆଗଛରେ ଥିବା ଗୋଟମା, ମୁଡ଼ୁକ, ପଇଡ଼, ପାଣିଚି ଓ ପାଚିଲା ନଡ଼ିଆ ଆଦିର ହିସାବ ଯେଉଁ ପତ୍ରରେ ଲେଖା ହୁଏ —୧. A list or catalogue showing the number of cocoanuts, large and small, existing in cocoanut trees.
- ୨. ତାଳପତ୍ରରେ ନଡ଼ିଆର ହିସାବ ଲେଖିବା —୨. Writting the accounts of cocoanuts (specially on palm leaf).