Jump to content

ନନ୍ଦ ସାଆନ୍ତ

ଉଇକିଅଭିଧାନ‌ରୁ

ନନ୍ଦ ସାଆନ୍ତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନନ୍ଦ ଓ ସାମନ୍ତ)[ସମ୍ପାଦନା]

ନନ୍ଦ ଉପାଧିଧାରୀ କୁଳୀନ ବ୍ରାହ୍ମଣ — A sect of respectable Brāhmaṇas of a high social status having the title of Nanda and residing in Ṡrīmukundapur of Puri district.

[ଦ୍ରଷ୍ଟବ୍ୟ —ପୁରୀଜିଲ୍ଲାର ଉଷୁନା ବରପଦା ବା ଶ୍ରୀ ମୁକୁନ୍ଦପୁରରେ କେବଳ ଏହି ସାମନ୍ତ ବ୍ରାହ୍ମଣମାନେ ଅଛନ୍ତି ପୁରୀଜିଲ୍ଲାର ଚାରି ସାଆନ୍ତଙ୍କ ମଧ୍ୟରୁ ଏ ଏକତମ]