ନବଶାୟକ

ଉଇକିଅଭିଧାନ‌ରୁ

ନବଶାୟକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ହେସକାନିଆ ଜାତି; ନଅ ଗୋଟି ହାଟୁଆ ଜାତି — Nine castes of traders and artisans in Hindu society.

[ଦ୍ରଷ୍ଟବ୍ୟ — ଗଉଡ଼, ତେଲି, ତନ୍ତୀ, ଭଣ୍ଡାରି, ମାଳି, ଗୁଡ଼ିଆ, କମାର, କୁମ୍ଭାର ଓ ପା ନବରଜୀ ବା ପାନରା ଏମାନେ ହିନ୍ଦୁସମାଜର ୯ଟି ହାଟୁଆ ଜାତି ଏମାନଙ୍କର ସ୍ତ୍ରୀମାନେ ପ୍ରକାଶତଃ ଦାଣ୍ଡକୁ ଯାଆନ୍ତି ଏମାନଙ୍କ ଜାତିପାଟକମାନେ ହେଁସ କାନିରେ ବସି ସାମାଦିକ ଦଣ୍ଡବିଧାନ କରନ୍ତି ପରାଶର ସଂହିତା ଅନୁସାରେ ଗଉଡ଼, ମାଳୀ, ତେଲୀ, ତନ୍ତୀ, ଗୁଡ଼ିଆ, ପାନବରଜୀ, କୁମ୍ଭାର, କମାର, ଓ ଭଣ୍ଡାରି ନବଶାୟକ ଅଟନ୍ତି ପରାଶର ଅନୁସାରେ ଏ ନଅ ଜାତି ସଙ୍କର ଓ ଶୁଦ୍ଧ ଶୁଦ୍ର ବଙ୍ଗଦେଶରେ ବ୍ରାହ୍ମଣମାନେ ଏମାନଙ୍କ ହାତରୁ ଜଳ ସ୍ପର୍ଶ କରନ୍ତି, କିନ୍ତୁ ଓଡ଼ିଶାରେ ତେଲୀ,ତନ୍ତୀ,କମାର,କୁମ୍ଭାରମାନଙ୍କ ସ୍ପୃଷ୍ଟଜଳ ବ୍ରାହ୍ମଣମାନେ ଗ୍ରହଣ କରନ୍ତି ନାହିଁ ହିନ୍ଦୀଭାଷୀ ଅଞ୍ଚଳମାନଙ୍କରେ ତେଲୀ, ତନ୍ତୀଙ୍କ ସ୍ପୃଷ୍ଟଜଳ ବ୍ରାହ୍ମଣମାନେ ଗ୍ରହଣ କରନ୍ତି ନାହିଁ ]