ନବସନ୍ଦା

ଉଇକିଅଭିଧାନ‌ରୁ

ନବସନ୍ଦା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ନବୀସିନ୍ଦାହ୍)[ସମ୍ପାଦନା]

୧. ଦଲିଲ ଲେଖିବା ବ୍ୟକ୍ତି; ଦଲିର ଲେଖକ ବ୍ୟକ୍ତି; ଦଲିର ଲେଖକ — ୧. The scribe or write of a document.
୨. ଦରଖାସ୍ତ ଲେଖକ —୨. Petition writer.
୩. ଲେଖକ —୩. Writer.