ନବାବ

ଉଇକିଅଭିଧାନ‌ରୁ

ନବାବ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ନବ୍ୱାବ)[ସମ୍ପାଦନା]

୧. (ମୁସଲମାନ ରାଜତ୍ୱକାଳୀନ) ପ୍ରଦେଶର ଶାସନକର୍ତ୍ତା —୧. Lieutenant Governor; a ruler of a provice (under the Mahomedan rule.)
୨. ମୁସଲମାନ ସାମନ୍ତ ରାଜା —୨. A feudatory Mahomedan chief or Ruler of a state.
୩. ଇଂରେଜ ଗଭର୍ଣ୍ଣମେଣ୍ଟଙ୍କର ମୁସଲମାନ ଜମିଦାର ଓ ଧନୀଙ୍କୁ ପ୍ରଦତ୍ତ ଉପାଧି —୩. A title given by the British Government to Mahomedan zamindars.
୪. ଧନୀ ଓ ସଂଭ୍ରାନ୍ତ ବ୍ୟକ୍ତି —୪. Rich and respectable man; Nabab.
୪. ବଡ଼ଲୋକୀ ଢଙ୍ଗରେ ଚଳିବା ଓ ବ୍ୟୟ କରିବା ବ୍ୟକ୍ତି — ୪. A person living in rich and expensive style.

[ଦ୍ରଷ୍ଟବ୍ୟ —ଏ ଶବ୍ଦ ଇଂରାଜି ଭାଷାରେ Nabab ନବାବ୍ ବା Nawab ନବାବ୍ ରୂପ ଧାରଣ କରି ଚଳୁ ଅଛି ]