ନବାବି

ଉଇକିଅଭିଧାନ‌ରୁ

ନବାବି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ନବାବିଆ—ଅନ୍ୟରୂପ)

ବୈଦେଶିକ - ବିଶେଷଣ - (ଆରବୀ - ନବାବୀ)[ସମ୍ପାଦନା]

୧. ନବାବ ଯୋଗ୍ୟ — ୧. Befitting a Nabāb; princely.
୨. ବଡ଼ଲୋକିଆ; ଧନିସୁଲଭ (କର୍ମ) — ୨. (act) Becoming or befitting a rich man.

ବିଶେଷ୍ୟ -[ସମ୍ପାଦନା]

୧. ଧନମଦ; ଧନଗାରିମା —୧. Pride of riches.
୨. ନବାବ୍ ବା ପ୍ରାଦେଶିକ ଶାସନକର୍ତ୍ତାଙ୍କ ପଦ — ୨. The position of a Nawāb.
୩. ଧନସମ୍ପତି —୩. Riches; prosperity.
୪. ନବାବଙ୍କ ରାଜତ୍ୱକାଳ — ୪. The regime or rule of a Nawāb.
୫. ବଡ଼ଲୋକୀ; ଧନୀସୁଲଭ ଢଙ୍ଗ — ୫. Manners befitting a rich man.