Jump to content

ନବାବି

ଉଇକିଅଭିଧାନ‌ରୁ

ନବାବି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ନବାବିଆ—ଅନ୍ୟରୂପ)

ବୈଦେଶିକ - ବିଶେଷଣ - (ଆରବୀ - ନବାବୀ)

[ସମ୍ପାଦନା]
୧. ନବାବ ଯୋଗ୍ୟ — ୧. Befitting a Nabāb; princely.
୨. ବଡ଼ଲୋକିଆ; ଧନିସୁଲଭ (କର୍ମ) — ୨. (act) Becoming or befitting a rich man.

ବିଶେଷ୍ୟ -

[ସମ୍ପାଦନା]
୧. ଧନମଦ; ଧନଗାରିମା —୧. Pride of riches.
୨. ନବାବ୍ ବା ପ୍ରାଦେଶିକ ଶାସନକର୍ତ୍ତାଙ୍କ ପଦ — ୨. The position of a Nawāb.
୩. ଧନସମ୍ପତି —୩. Riches; prosperity.
୪. ନବାବଙ୍କ ରାଜତ୍ୱକାଳ — ୪. The regime or rule of a Nawāb.
୫. ବଡ଼ଲୋକୀ; ଧନୀସୁଲଭ ଢଙ୍ଗ — ୫. Manners befitting a rich man.