ନବାବ୍ ବାହାଦୁର୍

ଉଇକିଅଭିଧାନ‌ରୁ

ନବାବ୍ ବାହାଦୁର୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ନବାବ୍ ଓ ଫାରାସୀ - ବାହାଦୁର)[ସମ୍ପାଦନା]

ଭାରତୀୟ ସଂଭ୍ରାନ୍ତ ମୁସଲମାନଙ୍କୁ ଇଂରେଜ ସରକାରଙ୍କ ଦେବା ଉପାଧିବିଶେଷ —A title given to Mahomedans by the British Government.

[ ଦ୍ର— ହିନ୍ଦୁମାନଙ୍କୁ ଦେବା ଉପାଧି= ରାଏସାହେବ, ରାଓ ସାହେବ; ରାଏବାହାଦୁର୍, ରାଓବାହାଦୁର୍; ରାଓବାହାଦୁର୍; ରାଜା, ରାଜାବାହାଦୁର୍ ମୁସଲମାନଙ୍କୁ ଦେବାଉପାଧି= ଖାଁସାହେବ, ଖାଁ ବାହାଦୁର; ନବାବ୍, ନବାବ୍ ବାହାଦୁର୍ ]