ନବୀନା

ଉଇକିଅଭିଧାନ‌ରୁ

ନବୀନା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ(ନବୀନର ସ୍ତ୍ରୀଲିଙ୍ଗ ରୁପ)[ସମ୍ପାଦନା]

୧. ନବତରୁଣୀ — ୧. A girl in the prime of her youth.

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -[ସମ୍ପାଦନା]

୧. ନବୀନର ଡାକନାମ — ୧. NAme of the calling Nabina.
୨. ଏପ୍ରକାର ସୁଗନ୍ଧ ଫୁଲ ଓ ତହିଁର କ୍ଷୁପ — ୨. A sweet smelling flower and its plant.