ନଭ୍ୟ
ଦେଖଣା
ନଭ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ନଭ+ଯ)
[ସମ୍ପାଦନା]ଆକାଶ ସମ୍ୱନ୍ଧୀୟ — Aerial; relating to the sky.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଦୁଇ ଚକର ମଧ୍ୟବର୍ତ୍ତୀ ଅଂଶ — ୧. The space between the wheels.
- ୨. ଅଖ (ହିନ୍ଦୀ - ଶ.) —୨. Axle.
- ୩. ଅଖରେ ଦିଆ ଯିବା ତୈଳ (ହିନ୍ଦୀ - ଶ.) —୩. Oily substance or lard put on the axle; lubricant.
ଗ୍ରାମ୍ୟ - ବିଶେଷଣ - (ସଂସ୍କୃତ - ଲଭ୍ୟ)
[ସମ୍ପାଦନା]ଲଭ୍ୟ (ଦେଖ) - — Labhya (See)