ନରଜା
ଦେଖଣା
ନରଜା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ବଣିଆ ଶବ୍ଦ; ଫାରାସୀ - ଲରଜା; କମ୍ପ; ନୋଲକମାନ ସର୍ବଦା ହଲୁଥିବାରୁ)
[ସମ୍ପାଦନା]କୌଣସି ଅଳଙ୍କାର ତଳେ ସୁନା ବା ମୁକ୍ତାର ଦାନାକୁ ଗୁନ୍ଥି ଝୁଲାଇବା ଉଦ୍ଦେଶ୍ୟରେ ବ୍ୟବହୃତ ସୁନା ବା ରୂପାର ତାର — Gold or silver wire used for stringing a gem when it is used as a pendant.