Jump to content

ନରମ

ଉଇକିଅଭିଧାନ‌ରୁ

ନରମ

ଉଚ୍ଚାରଣ

[ସମ୍ପାଦନା]

(ନର୍ମ—ଅନ୍ୟରୂପ)

  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷଣ - (ଫାରାସୀ - ନରମ୍; ନର୍ମ ତୁଳ. ସଂସ୍କୃତ - ନମ୍ର)

[ସମ୍ପାଦନା]
୧. କୋମଳ; କଅଁଳିଆ —୧. Soft
୨. ନମ୍ର; ମୃଦୂ; ଧୀର — ୨. Meek; gentle.
୩. ସୁକୁମାର —୩. Tender.
୪. ଯାହାକୁ ଚିପି ଦେଲେ ବସିଯାଏ ବା ଲଇଁଯାଏ — ୪. Supple; pliant.
୫. ଅନୁଦ୍ଧତ; ଶାନ୍ତ —୫. Mild.
୬. ଆର୍ଦ୍ର; ଓଦା —୬. Wet.
୭. ଦୟାର୍ଦ୍ର; କରୁଣାର୍ଦ୍ର —୭. Melting with pity.
୮. ଥଣ୍ଡା;ଶୀତଳ —୮. Cold; cooled down.
୯. ସହଜ —୯. Easy.

ବିଶେଷ୍ୟ -

[ସମ୍ପାଦନା]

ଦର ବା ମୂଲ୍ୟର ହ୍ରାସ — Fall in price of a commodity.