ନରମ
ନରମ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
(ନର୍ମ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ[ସମ୍ପାଦନା]
ବୈଦେଶିକ - ବିଶେଷଣ - (ଫାରାସୀ - ନରମ୍; ନର୍ମ ତୁଳ. ସଂସ୍କୃତ - ନମ୍ର)[ସମ୍ପାଦନା]
- ୧. କୋମଳ; କଅଁଳିଆ —୧. Soft
- ୨. ନମ୍ର; ମୃଦୂ; ଧୀର — ୨. Meek; gentle.
- ୩. ସୁକୁମାର —୩. Tender.
- ୪. ଯାହାକୁ ଚିପି ଦେଲେ ବସିଯାଏ ବା ଲଇଁଯାଏ — ୪. Supple; pliant.
- ୫. ଅନୁଦ୍ଧତ; ଶାନ୍ତ —୫. Mild.
- ୬. ଆର୍ଦ୍ର; ଓଦା —୬. Wet.
- ୭. ଦୟାର୍ଦ୍ର; କରୁଣାର୍ଦ୍ର —୭. Melting with pity.
- ୮. ଥଣ୍ଡା;ଶୀତଳ —୮. Cold; cooled down.
- ୯. ସହଜ —୯. Easy.
ବିଶେଷ୍ୟ -[ସମ୍ପାଦନା]
ଦର ବା ମୂଲ୍ୟର ହ୍ରାସ — Fall in price of a commodity.