ନର୍ମ୍ମ
ଦେଖଣା
ନର୍ମ୍ମ
ଉଚ୍ଚାରଣ
[ସମ୍ପାଦନା](ନର୍ମ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ନୃ ଧାତୁ=ନେବା+ମନ୍; ନର୍ମ୍ମନ ଶବ୍ଦ)
[ସମ୍ପାଦନା]- ୧. କ୍ରୀଡ଼ା —୧. Sport; pastime.
- ୨. କୈତୁକ —୨. Amusement.
- ୩. ପରିହାସ —୩. Jest.
- ୪. ବିହାର; ଲୀଳା —୪. Pleasure; diversion.
- ୫. କେଳି —୫. Amorous sport.
- ୬. ରସିକତା; ରଙ୍ଗରସ — ୬. Witticism; wit and humour.
- ୭. ହସ କୌତୁକ କରିବା ସାଙ୍ଗ; କ୍ରୀଡ଼ା ସଙ୍ଗୀ (ହିନ୍ଦୀ - ଶ) — ୭. Playmate.