Jump to content

ନର୍ମ୍ମଦା ଦେବୀ

ଉଇକିଅଭିଧାନ‌ରୁ

ନର୍ମ୍ମଦା ଦେବୀ

ଉଚ୍ଚାରଣ

[ସମ୍ପାଦନା]

(ନର୍ମଦା ଦେବୀ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - ସ୍ତ୍ରୀ (ନାମ)

[ସମ୍ପାଦନା]

ଉଚ୍ଚଶିକ୍ଷିତା ଆଧୁନିକ ଓଡ଼ିଆ ଲେଖିକା —A morden educated Oriya writer.

[ଦ୍ରଷ୍ଟବ୍ୟ — ଏ 'ପ୍ରସାଦ' ନାମରେ ଖଣ୍ଡିଏ ଉପାଦେୟ ଗଳ୍ପ ପୁସ୍ତକ ଲେଖି ଅଛନ୍ତି (ତାରିଣୀ ଉତ୍କଳ ଇତିହାସ) ଏ ଶ୍ରୀଯୁକ୍ତ ବିଶ୍ୱନାଥ କରଙ୍କ ଜ୍ୟୋଷ୍ଠ କନ୍ୟା ଏ ବିଶେଷ୍ୟ - ଏ. ପାଶ କରି ଉତ୍କଳ ସାହିତ୍ୟରେ ସମୟ ସମୟରେ ଏନେକ ଗଳ୍ପ ଲେଖିଅଛନ୍ତି ଏ ଉତ୍କଳର ଦ୍ୱିତୀୟା ସ୍ତ୍ରୀ ଗ୍ରାଜୁଏଟ୍ ]