Jump to content

ନଳତୀଗିରି

ଉଇକିଅଭିଧାନ‌ରୁ

ନଳତୀଗିରି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

କଟକ ଜିଲ୍ଲାର ଯାଜପୁର ସବ୍ଡିଭିଜନର ଏକ ପାହାଡ଼ର ନାମ —Name of a hill in the Cuttack district.

[ଦ୍ରଷ୍ଟବ୍ୟ —ଏହି ପାହାଡ଼ ଧାନମଣ୍ଡଳ ଷ୍ଟେସନଠାରୁ ୧୪: ମାଇଲ ଦୂରରେ ଅବସ୍ଥିତ ଏଥିରେ ଗୁଡ଼ିଏ ଗୁମ୍ଫା, ବୁଦ୍ଧଙ୍କ ମୂର୍ତ୍ତି ଓ ପାଲି ଭାଷାରେ ଅଶୋକଙ୍କ ଅନୁଶାସନ ଖୋଦିତ ହୋଇଅଛି]