Jump to content

ନଷ୍ଟ ଚରିତ୍ର

ଉଇକିଅଭିଧାନ‌ରୁ

ନଷ୍ଟ ଚରିତ୍ର

ଉଚ୍ଚାରଣ

[ସମ୍ପାଦନା]
(ନଷ୍ଟ ଚରିତ୍ରା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ନଷ୍ଟ+ ଚରିତ୍ର)

[ସମ୍ପାଦନା]

ଯାହାର ଚରିତ୍ର ମନ୍ଦ — Of spoiled character.

ସଂସ୍କୃତ - ବିଶେଷ୍ୟ - (ନଷ୍ଟ+ ଚରିତ୍ର; କର୍ମଧା)

[ସମ୍ପାଦନା]

ମନ୍ଦ ଚରିତ୍ର —Bad character.