ନସିବା
ଦେଖଣା
ନସିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନସିଯିବା, ନହସିବା, ନହସିଯିବାଅନ୍ୟରୂପ
ଦେଶଜ - କ୍ରି. (ସଂସ୍କୃତ - ଲସ୍ ଧାତୁ)
[ସମ୍ପାଦନା]- ୧. ଲସିବା; ଭୟରେ ସଂକୁଚିତ ବା ତ୍ରସ୍ତ ହେବା —୧. To ne taken aback with fear; to shrink with fear.
- ୨. ତଳକୁ ଲଇଁଯିବା —୨. To bend downwards.
ପ୍ରାଦେଶିକ - (ସମ୍ୱଲପୁର)କ୍ରି. (ତୁଳ. ହିନ୍ଦୀ - ଏହି ଅର୍ଥରେ ନସନା)
[ସମ୍ପାଦନା]ନଷ୍ଟ ହେବା — To be destroyed.