ନହକା

ଉଇକିଅଭିଧାନ‌ରୁ

ନହକା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ନମ ଧାତୁ)[ସମ୍ପାଦନା]

୧. ଲହକା; ପତଳା ଓ ଲମ୍ୱ — ୧. Flexible and thin; long and thin.
୨. ଦୋହୋଲୁ ଥିବା — ୨. Oscillating; swinging.

ଗଛ ନହକା ପତର ବଙ୍କା ତା ଫଳଟା ଲକ୍ଷେ ଟଙ୍କା ପ୍ରହେଳିକା (ଉତ୍ତର—ଧାନ)

୩. ଡ଼େଙ୍ଗା ଓ ପତଳା (ବ୍ୟକ୍ତି) — ୩. Tall and thin (person).