ନହଲା

ଉଇକିଅଭିଧାନ‌ରୁ

ନହଲା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ନହିଲା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ନହଲା; ନଅ ବିନ୍ଦୁ ଯୁକ୍ତ ବାସ — ୧. The nine of card play; the card containing nine points.
୨. ରାଜ ମିସ୍ତ୍ରୀଙ୍କ ଛୋଟ କରଣୀ — ୨. A small mason's trowel.