Jump to content

ନହୁଣିଆ

ଉଇକିଅଭିଧାନ‌ରୁ

ନହୁଣିଆ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ନବନୀତ)

[ସମ୍ପାଦନା]
୧. ନବନୀତ ପରି କୋମଳ — ୧. Soft as butter.

ନୁହା ନୁହାଣିଆ ମାଟି, ବରଷାରେ ଯାଏ ଦଲା ଦଲେଇଲୋ, ଖରା କଲେ ଯାଏ ଫାଟି ଘୁମୁରା ଗୀତ

୨. ଲହୁଣୀ ମିଶ୍ରିତ —୨. Mixed with butter.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଯେ ଲହୁଣୀ ବିକ୍ରୟ କରେ — ୧. Better seller.
୨. ଏକ ପ୍ରକାର ଦେଶୀ ବ୍ୟାୟାମ — ୨. A sort of bodily exercise.