ନାଆ

ଉଇକିଅଭିଧାନ‌ରୁ

ନାଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନାବ)[ସମ୍ପାଦନା]

ନାବ, ନୌକା, ଡ଼ଙ୍ଗା — Boat.

ନଈ ନାଗ ନାରୀ ନାଆ ଏ ଚାରିକି ପ୍ରତେ କେବେ ନ ଆସଇ ସୂଲକ୍ଷଣା, ବର୍ଷାବର୍ଣ୍ଣନା