ନାଇବା

ଉଇକିଅଭିଧାନ‌ରୁ

ନାଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ପ୍ରା. କ୍ରି. (ଇତର ଓ ଶୂଦ୍ରାଦି ବ୍ୟବହୃତ)[ସମ୍ପାଦନା]

(ସାଞ୍ଜୁ, ଅଳଙ୍କାର, ସିନ୍ଦୂର, କଜ୍ଜଳ ଆଦି) ଲଗାଇବା; ପିନ୍ଧିବା; ଘେନିବା; ଭୂଷିତ ହେବା — To ware; to put on.

x x x କମଳ ଲୋଚନ ନାୟକେ ତେଡ଼େ ବଡ଼ ଖରା କାଳରେ ପାଟଯଥା ପିନ୍ଧି ଯୋଡ଼ିଶୋଇ ଘୋଡ଼ି ହୋଇ ହାତରେ ସୁନାବଳା ନାଇ ମାସେଯାଏ x x x ବୁଲୁଥିବାର ଦେଖାଗଲା ଫକୀରମୋହନ. ଗଳ୍ପସ୍ୱଳ୍ପ