ନାଇଲି ଛାଇଲି ହେବା
ଦେଖଣା
ନାଇଲି ଛାଇଲି ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନାଇଲି ଛାଇଲି ହେବା
|
(ନାଉଲି ଛାଉଲି ହେବା—ଅନ୍ୟରୂପ)
ଦେଶଜ - କ୍ରି. (ସଂସ୍କୃତ - ନମ ଧାତୁ ଓ ଛଳ)
[ସମ୍ପାଦନା]- ୧. ନାଲି ଛାଲି ହେବା; ବାକ୍ୟରେ ଅତି ବିନୀତ ଭାବ ପ୍ରକାଶ କରିବା; ନୋହୁରା ହେବା — ୧. To show humility in words; to coax.
- ୨. ଖୋସାମତ୍ କରିବା — ୨. To flatter.
- ୩. ଛେଳପୂର୍ବକ ନମ୍ରତା ପ୍ରକାଶ କରିବା — ୩. To show hypocitical humility.