ନାଉଆରସ୍

ଉଇକିଅଭିଧାନ‌ରୁ

ନାଉଆରସ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ନାଉଆରିସ୍, ନାଓଆରସ୍, ନାଓଆରିସ, ନାଓୟାରସ, ନାଓୟାରିସ, ନାବାରସ, ନାବାରିସ, ନାଉଅରସି, ନାଓଆରସି, ନାବାରସି, ନାବାରିସିଅନ୍ୟରୂପ

ଦେଶଜ - ବିଶେଷଣ - (ଫାରାସୀ - ଲାବାରିସି; ନାବାରିସ)[ସମ୍ପାଦନା]

୧. ଯେଉଁ ସମ୍ପତ୍ତିର କେହି ଦାବୀଦାର ନାହିଁ; ଅସ୍ୱମିକ (ସମ୍ପତ୍ତି) — ୧. Unclaimed (property).

କେହି କେହି ପ୍ରାଣ ଏପରି ନାଉଆରସୀ ଗୋରୁ ଆଣି ବକସିସ ସ୍ୱରୂପ କିଛି କିଛି ନେବାର ସବଲାଚର ଦେଖାଯାଏ ଫକୀରମୋହନ. ଛମାଣ. ଆଠଗୁଣ୍ଠ

୨. ଯେଉଁ ଲୋକର କେହି ଉତ୍ତରାଧିକାରୀ ନାହାନ୍ତି —୨. Heirless (person); dying without leaving heirs.