ନାକଦମ୍
ନାକଦମ୍
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
(ନାକଦମ୍—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ - (ଓ, ବାକ+ଫାରାସୀ - ଦମ୍=ନିଶ୍ୱାସ; ନାକରେ ନିଶ୍ୱାସ ବହିବା ଅବସ୍ଥା)[ସମ୍ପାଦନା]
- ୧. ଯୁଗବୁଡ଼ ଅବସ୍ଥା; ଅତି ଆକ୍ରାନ୍ତ ଅବସ୍ଥା —୧. Overpowered condition; the state of being cornered.
- ୨. ବେଦମ୍ ଅବସ୍ଥା — ୨. The state of being out of breath.
- ୩. ହଇରାଣିଆ ଅବସ୍ଥା — ୩. The state of being put to much trouble.
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷଣ - ଓ କ୍ରି.ବିଶେଷଣ -[ସମ୍ପାଦନା]
- ୧. ଅତ୍ୟନ୍ତ ଆକ୍ରାନ୍ତ — ୧. Overpowered.
- ୨. ବେଦମ୍ — ୨. Out of breath; at the last gasp.
- ୩. ଅତ୍ୟନ୍ତ କ୍ଳାନ୍ତ — ୩. Fatigued; spent up.
- ୪. ହଇରାଣ — ୪. Put to much trouble or botheration.