ନାକେଇବା
ଦେଖଣା
ନାକେଇବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରି. ('ନାକ' ଶବ୍ଦରୁ ଓଡ଼ିଆ ନାମଧାତୁର କ୍ରିୟା)
[ସମ୍ପାଦନା]- ୧. କୌଣସି ଆଶାରେ କୌଣସି ସ୍ଥାନରେ ପାର୍ଶ୍ୱ— ଦେଶରେ ଅପେକ୍ଷା କରିବା —୧. To wait or loiter at a place sidewise with some hope of attaining one's object.
ବୁଢ଼ିଆଣୀ ପାଖେ ନାକେଇଛି ଖଣ୍ଡିଆ କାତରା କାଖେଇଛି—ଶିଶୁମାନଙ୍କ ଖେଳ ଗୀତ
ଅନୁବାଦ
[ସମ୍ପାଦନା]- ୨. ନାକାନ୍ତ କରିବା —୨. To harass a person; to reduce a person to the last extremities.