ନାକେଇବା

ଉଇକିଅଭିଧାନ‌ରୁ

ନାକେଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - କ୍ରି. ('ନାକ' ଶବ୍ଦରୁ ଓଡ଼ିଆ ନାମଧାତୁର କ୍ରିୟା)[ସମ୍ପାଦନା]

୧. କୌଣସି ଆଶାରେ କୌଣସି ସ୍ଥାନରେ ପାର୍ଶ୍ୱ— ଦେଶରେ ଅପେକ୍ଷା କରିବା —୧. To wait or loiter at a place sidewise with some hope of attaining one's object.

ବୁଢ଼ିଆଣୀ ପାଖେ ନାକେଇଛି ଖଣ୍ଡିଆ କାତରା କାଖେଇଛି—ଶିଶୁମାନଙ୍କ ଖେଳ ଗୀତ

ଅନୁବାଦ[ସମ୍ପାଦନା]

୨. ନାକାନ୍ତ କରିବା —୨. To harass a person; to reduce a person to the last extremities.