ନାଗପୁର

ଉଇକିଅଭିଧାନ‌ରୁ

ନାଗପୁର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ହସ୍ତିନାପୁର; ଦୂର୍ଯ୍ୟୋଧନଙ୍କ ରାଜଧାନୀ — ୧. Hastināpura; the capital of Durj̄yodhana.
୨. ପାତାଳ —୨. The nether worldt (the abode of the serpents).

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ମଧ୍ୟପ୍ରଦେଶର ରାଜଧାନୀ ଓ ଜିଲ୍ଲା ଓ ବିଭାଗ — Name of a town, district and division of the Central Provision of India.

[ଦ୍ରଷ୍ଟବ୍ୟ —ଏହା ମହାରାଷ୍ଟ୍ର ଦେଶରେ ଗଣ୍ଡବାନା ପ୍ରଦେଶର ରାଜଧାନୀ ନାଗ ନାମକ ନଦୀ ତୀରରେ ଅବସ୍ଥିତ ଦେଶୀ ଅସ୍ତ୍ର, ଛୁରୀ, ରେସମ ଓ ତୁଳା ବ୍ୟବସାୟ ନିମନ୍ତେ ଏ ସ୍ଥାନ ପ୍ରସିଦ୍ଧ ଅଗ୍ନି ପୁରାଣରେ ଏ ନଗରର ନାମୋଲ୍ଲେଖ ଅଛି ]