ନାଗରା

ଉଇକିଅଭିଧାନ‌ରୁ

ନାଗରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ନାଗେରା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ଆରବୀ - ନକ୍କାରୀ)[ସମ୍ପାଦନା]

୧. ମୃତ୍ତିକା ବା ଧାତୁ ନର୍ମିତ ହାଣ୍ଡି ଆକାରରେ ଆନନ୍ଧ ବାଦ୍ୟବିଶେଷ; ଡ଼ିଣ୍ଡିମ — ୧. Kettle drum.

ବଜନିର୍ଘୋଷ ନାଗରା ବାଦନ ଚହଳ—ଭଞ୍ଜ. ବୈଦେହୀଶବିଳାସ

୨. (ବଣିଆ ଶବ୍ଦ) ବେଣୀ ଉପରେ ପିନ୍ଧାଯିବା ଓ ମୁଣ୍ଡର ଠିକ୍ ମଧ୍ୟସ୍ଥଳରେ ଥିବା, ଅଥଚ ପଛପାଖରୁ ଦେଖାଯିବା ଏକପ୍ରକାର ଅଳଙ୍କାର — ୨. A kind of ornament of the head.
୩. ନାଗରା ଜୋତା (ଦେଖ) - ୩. Nāgarā jotā (See)