ନାଗା

ଉଇକିଅଭିଧାନ‌ରୁ

ନାଗା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନଗ୍ନ)[ସମ୍ପାଦନା]

୧. ଉଲଙ୍ଗ ସନ୍ନ୍ୟାସୀ ସମ୍ପ୍ରଦାୟବିଶେଷ — ୧. A class of anchorites who wear no clothing.
୨. ପୁରୀରେ ଦଶହରା ସମୟରେ ଗୋସଣୀ ଯାତରେ ବାହାରିବା ସର୍ପ ଓ ବିବଧ ଅସ୍ତ୍ର ଭୂଷିତ ବୀର ଓ ସନ୍ନ୍ୟାସୀ ବେଶଧାରୀ ବ୍ୟକ୍ତି —୨. Persons armed with various weapons and serpents, accompanying the Gosāṇī j̄ātrāprocession in Puri town during the Durgā pūjā festival.


୩. ଆସାମର ପର୍ବତବିଶେଷ — ୩. The Nāgā hills in Assam.
୪. ନାଗା ପର୍ବତବାସୀ ପାର୍ବତ୍ୟ ଜାତିବିଶେଷ — ୪. Name of a wild tribe inhabiting the Nāgā hills.
୫. ନାଗା ଜାତିର କଥିତ ଭାଷା —୪. The spoken language of the Nāgā tribe.

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -[ସମ୍ପାଦନା]

ହସ୍ତୀମାନଙ୍କର ରୋଗବିଶେଷ — A kind of disease of the elephants.

[ଦ୍ରଷ୍ଟବ୍ୟ —ଏହି ରୋଗ ହେଲେ ହାତୀ ମାଟି ଖାଆନ୍ତି]