ନାଗାଣି
ଦେଖଣା
ନାଗାଣି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଗ୍ରାମ୍ୟ - ବିଶେଷଣ -
[ସମ୍ପାଦନା]ବର୍ଷକ ପାଇଁ ନିଯୁକ୍ତ (ଚାକର) — (Servant) Employed for a year.
(ଯଥା— ମୁଁ ମୁଲିଆ ଗୋଟିଏ ନାଗାଣି କରିଛି)
ଅନୁବାଦ
[ସମ୍ପାଦନା]ନାଗାଣି
|
ଗ୍ରାମ୍ୟ - ବିଶେଷ୍ୟ -
[ସମ୍ପାଦନା]- ୧. ଲାଗେ ଲାଗେ କରା ଯିବା କର୍ମ — ୧. A continuous work.
- ୨. କ୍ରମ; ଅଭଙ୍ଗ କର୍ମ — ୨. Continuity; unbroken series.