ନାଚଣୀ

ଉଇକିଅଭିଧାନ‌ରୁ

ନାଚଣୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ନାଚୁଣୀ, ନାଚେଣୀଅନ୍ୟରୂପ

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - ସ୍ତ୍ରୀ—(ସଂସ୍କୃତ - ନର୍ତ୍ତକୀ)[ସମ୍ପାଦନା]

୧. ନର୍ତ୍ତକୀ — ୧. Dancing woman.
୨. ନାଚଣି ପଖି (ଦେଖ) - ୨. Nāchaṇi pakhi (See)
୩. ଅଖି ଡୋଳାର ପୁଅ — ୩. The pupil of the eye.

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -[ସମ୍ପାଦନା]

ମାକିଡ଼ି (୨) (ଦେଖ) - Mākiṟḍ̠ (୨) (See)