ନାଜର୍
ଦେଖଣା
ନାଜର୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ନାଜିର୍—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ଫାରାସୀ - ନାଜୀର୍)
[ସମ୍ପାଦନା]- ୧. କୌଣସି କାର୍ଯ୍ୟ ପରିଦର୍ଶନ ବା ତତ୍ତ୍ୱାବଧାନ କରିବା ପାଇଁ ନିଯୁକ୍ତ ବ୍ୟକ୍ତି — ୧. Inspector; supervisor.
- ୨. ଅଦାଲତରେ ହାକିମମାନଙ୍କ ହୁକୁମ ତାମିଲ୍ କରିବା ନିମନ୍ତେ ନିଯୁକ୍ତ ପିଆଦାମାନଙ୍କ ସର୍ଦ୍ଦାର କର୍ମଚାରୀ —୨. Nazir; bailiff of a court; the officer controlling the peons of a court.
[ଦେର—ଏ ଫାରସୀ ଶଦ୍ଦ ଇଂରାଜୀରେ ଚଳିଲାଣି]
- ୨. ମୁସଲମାନଙ୍କ ନାମବିଶେଷ — ୨. A name given to Mahomedan males.