ନାଟକୀ
ଦେଖଣା
ନାଟକୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ନାଟକ+ସ୍ତ୍ରୀ. ଈ)
[ସମ୍ପାଦନା]- ୧. ନର୍ତ୍ତକୀ — ୧. A dancing girl.
- ୨. ଇନ୍ଦ୍ରସଭା —୨. The court of Indra.
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ନାଟକ+ଇନ୍; ୧ମା. ୧ବ)
[ସମ୍ପାଦନା]- ୧. ନାଟକ ରଚକ — ୧. A dramatist.
- ୨. ନୃତ୍ୟ ବ୍ୟବସାୟୀ ବ୍ୟକ୍ତି; ନର୍ତ୍ତକ — ୨. A professional dancer or actor.