ନାଟ ମନ୍ଦିର

ଉଇକିଅଭିଧାନ‌ରୁ

ନାଟ ମନ୍ଦିର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ସଂସ୍କୃତ - ନାଟ+ମନ୍ଦିର)[ସମ୍ପାଦନା]

୧. ଦେବମନ୍ଦିରର ସମ୍ମୁଖସ୍ଥ ପ୍ରାସାଦବିଶେଷ — ୧. Dancing saloon of a temple; the dancing hall attached to a temple.

[ଦ୍ରଷ୍ଟବ୍ୟ —ଉତ୍କଳର ପ୍ରସିଦ୍ଧ ଦେବାଳୟମାନଙ୍କରେ ପ୍ରଧାନ ମନ୍ଦିରରେ ଦେବ ବିଗ୍ରହ ଥାଆନ୍ତି; ତହିଁକୁ ଲାଗିଥିବା ମନ୍ଦିର (ସଂ ମୁଖଶାଳା=ଓ. ମୁକୁଶିଆଳି)ରେ ଭକ୍ତମାନେ ଦେବଦର୍ଶନାର୍ଥ ଏକତ୍ର ହୁଅନ୍ତି ଓ ମୁଖଶାଳାକୁ ଲାଗି ନାଟମନ୍ଦିର ନିର୍ମିତ ହୋଇଥାଏ; ସେଥିରେ ସମୟ— ସମୟରେ ଗୀତ, ବାଦ୍ୟ ଓ ନୃତ୍ୟଆଦି କରାଯାଏ ଏହାଛଡ଼ା କେଉଁ କେଉଁ ମନ୍ଦିରରେ ସ୍ୱତନ୍ତ୍ର 'ଭୋଗମଣ୍ଡପ' ଥାଏ]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ନୃତ୍ୟଶାଳା; ନାଚଖାନା — Ball-room; dancing sallon.