ନାତି

ଉଇକିଅଭିଧାନ‌ରୁ

ନାତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ନାତୁଣୀ—ସ୍ତ୍ରୀ)
  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - ପୁଂ. (ସଂସ୍କୃତ - ନପ୍ତୃ ପଦର ୧ମା. ୧ବ. ନପ୍ତା; ପ୍ରା. ନତ୍ତ; ନତ୍ତା)[ସମ୍ପାଦନା]

୧. ପୌତ୍ର —୧. Son's son; grand —son.
୨. ଦୌହିତ୍ର —୨. Daughter's son.

ପୁଅ ନାତି ବଧ ଦେଖିଣ ଗାନ୍ଧାରୀ କୃଷ୍ନସିଂହ. ମହାଭାରତ. ଆଦି

[ଦ୍ରଷ୍ଟବ୍ୟ — ଆମ ଦେଶରେ ଅଜା ଆଈ ଏବଂ ନାତି ନାତୁଣୀଙ୍କ ମଧ୍ୟରେ ଥଟ୍ଟା ପରିହାସ ଚଳେ ହିନ୍ଦିରେ ପୌତ୍ରକୁ ପୋତା ଓ ଦୌହିତ୍ରକୁ ନାତି ବୋଲାଯାଏ; କିନ୍ତୁ ସଂସ୍କୃତରେ ନପ୍ତୃ ପଦର ୧ମା. ୧ବ ନପ୍ତାର ଅର୍ଥ ଉଭୟ ପୌତ୍ର ଓ ଦୌହିତ୍ର ]