ନାଦାନ୍
ଦେଖଣା
ନାଦାନ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ନାଦାନ୍
|
(ଖାନ୍ଦାନ—ବିପରୀତ)
ଦେଶଜ - ବିଣ—(ଫାରାସୀ - ନାଦାର)
[ସମ୍ପାଦନା]- ୧. ଅତ୍ୟନ୍ତ ଗରିବ; ଅତି ନିର୍ଦ୍ଧନ —୧. Very poor; indigent.
- ୨. (ଫାରାସୀ - ନାତୁଆନ୍=ଧନ ଦେବାକୁ ଅସମର୍ଥ) ଖଜଣା ବା ଦେୟ ଦେବାକୁ ଅସମର୍ଥ —୨. Unable to pay one's rents or dues etc.
[ଦ୍ରଷ୍ଟବ୍ୟ —ଫାରାସୀ - ନାଦାନ୍ର ଅର୍ଥ=ମୂର୍ଖ ଅଜ୍ଞ—ହିନ୍ଦୀ - ଶବ୍ଦସାଗର]