ନାଦାନ୍

ଉଇକିଅଭିଧାନ‌ରୁ

ନାଦାନ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ଖାନ୍ଦାନ—ବିପରୀତ)

ଦେଶଜ - ବିଣ—(ଫାରାସୀ - ନାଦାର)[ସମ୍ପାଦନା]

୧. ଅତ୍ୟନ୍ତ ଗରିବ; ଅତି ନିର୍ଦ୍ଧନ —୧. Very poor; indigent.
୨. (ଫାରାସୀ - ନାତୁଆନ୍=ଧନ ଦେବାକୁ ଅସମର୍ଥ) ଖଜଣା ବା ଦେୟ ଦେବାକୁ ଅସମର୍ଥ —୨. Unable to pay one's rents or dues etc.

[ଦ୍ରଷ୍ଟବ୍ୟ —ଫାରାସୀ - ନାଦାନ୍ର ଅର୍ଥ=ମୂର୍ଖ ଅଜ୍ଞ—ହିନ୍ଦୀ - ଶବ୍ଦସାଗର]