ନାଦାବି

ଉଇକିଅଭିଧାନ‌ରୁ

ନାଦାବି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (କଚିରିଆ) (ଫାରାସୀ - ଲାଦାବୀ)[ସମ୍ପାଦନା]

ଯେଉଁ ସମ୍ପତ୍ତିକୁ କେହି ଦାବୀ କରନ୍ତି ନାହିଁ; ଅସ୍ୱାମିକ —Unclaimed.

୧. କୌଣସି ସମ୍ପତ୍ତିରେ ନିଜର ସ୍ୱାମିତ୍ୱ ନ ଥିବା ବିଷୟ ପ୍ରକାଶ କରିବା (ବ୍ୟକ୍ତି) —୧. Giving up claim to a property.


୨. କୌଣସି ବିଷୟରେ ଆପଣାର ଦାବୀର ତ୍ୟାଗ ୨. Relinquishment of one's claim to a property.
୩. ନାଦାବି ପତ୍ର— (ଦେଖ) - ୩. Nādābi patra (See)