ନାନାଦି
ଦେଖଣା
ନାନାଦି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ନାନାବିଧ; କିମ୍ୱା ନାନା+ଆଦି)
[ସମ୍ପାଦନା]ନାନା ବିଧ;ନାନା ପ୍ରକାରର; ଅନେକ — Of various kinds; diverse; various; many,
[ଦ୍ରଷ୍ଟବ୍ୟ —'ନାନା'ଏହା ଗୋଟିଏ ଅବ୍ୟୟ ପଦ;ତହିଁରେ 'ଆଦି' ଲଗାଇ ବହୁବ୍ରୀହି ସମାସ କରିବା ବ୍ୟାକରଣବିରୁଦ୍ଧ, ତେଣୁ ଏହା ଗୋଟିଏ ଅବ୍ୟାକରଣ ପ୍ରୟୋଗ ଓଡ଼ିଶାରେ କେହି କେହି ବ୍ୟାକରଣାନଭିଜ୍ଞ ଲେଖକ ଏ ଭଳି ପ୍ରୟୋଗ କରିବାର ଦେଖାଯାଏ]