ନାନୀ

ଉଇକିଅଭିଧାନ‌ରୁ

ନାନୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

(ନନା—ବିପରୀତ ଲିଙ୍ଗ)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - ସ୍ତ୍ରୀ[ସମ୍ପାଦନା]

୧. (ହିନ୍ଦୀ - ନାନା+ସ୍ତ୍ରୀଲିଙ୍ଗ ଈ; ମୁସଲମାନ, ହିନ୍ଦୁ— ସ୍ଥାନୀ ଓ ପଶ୍ଚିମାମାଙ୍କର ବ୍ୟବହୃତ)—ଆଈ;ମାତାମହୀ — ୧. Grandmother.
୨. ବଡ ଭଉଣୀ —୨. Elder sister.

[ଦ୍ରଷ୍ଟବ୍ୟ ା—ବ୍ରାହ୍ମଣ ପରିବାରରେ ବଡ ଭଉଣୀକୁ ନାନୀ ଓ ବ୍ରାହ୍ମଣେତର ପରିବାରରେ ବଡ ଭଉଣୀକୁ ଦେଈ ବା ଅପା ଡାକନ୍ତି ଦ୍ର—ନାନୀ=ବଡ଼ଭଉଣୀ; ଦ୍ରାବିଡ଼ ଭାଷାରୁ ଏ ଶବ୍ଦ ଓଡ଼ିଆକୁ ଆସି, ଏହାର ବିପରୀତ ଲିଙ୍ଗରେ 'ନନା'ହୋଇଅଛି]

୩. ଆପଣାଠାରୁ ଅଧିକ ବୟସ୍କ ବ୍ରାହ୍ମଣଙ୍କୁ ଅନ୍ୟ ବ୍ୟକ୍ତିମାନଙ୍କର ଡାକିବା ସମ୍ୱୋଧନ — ୩. A term addressed to a Brāhmaṇa women older than the person accosting.
୪. ବ୍ରାହ୍ମଣ କନ୍ୟା —୪. A Brāhmaṇa girl

ମଲ୍ଲିଫୁଲ ଫୁଟିଲା,ଗୋହ୍ଲେଇନାନି ଗାଧୋଇ ଯାଇ ମାମୁଁ ଘରେ ଉଠିଲା ଯୌବନେ ମକଶ ରମ୍ୟା ପଦିନାନୀ ବିବର୍ଜିତା ବ୍ୟଙ୍ଗ ଢଗ

୫. ରାଜାନ୍ତଃପୁରରେ ପାଚିକାରୂପେ ନିଯୁକ୍ତା ବିଧବା ବ୍ରାହ୍ମଣୀ —୫. A widow Brāhmaṇī engaged as a cook in the harem of a Raja.
୬. (ବ୍ୟଙ୍ଗ୍ୟ) ଗୃହସ୍ୱାମିନୀ — ୬. (ironical) House wife.

ନନାଙ୍କର ବାଟେ ତ ନାନୀଙ୍କର ବାଟେ ଢଗ ବିଲୁଆ ନନାରେ ବିଲୁଆ ନନା! ନାନୀ ପିନ୍ଧିଅଛି ତୋ ଚିରାକନା—ଶିଶୁ ଗୀତ.

୭. ପିଉସୀ; ପିତୃସ୍ପସା —୭. Father's sister.

ପ୍ରାଦେଶିକ - (ଭତରୀ ଭାଖା) ବିଶେଷଣ - (ସଂସ୍କୃତ - ନ୍ୟୁନ; ତୁଳ. ହିନ୍ଦୀ - ଏହି ଅର୍ଥରେପୁଲିଙ୍ଗ - ନନ୍ହା ଓ ସ୍ତ୍ରୀ ନହ୍ନୀ)[ସମ୍ପାଦନା]

କ୍ଷୁଦ୍ର; ସାନ — Small; little.