Jump to content

ନାବିକ

ଉଇକିଅଭିଧାନ‌ରୁ

ନାବିକ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ନୌ+ଜୀବିକା ଅର୍ଥରେ ଇକ)

[ସମ୍ପାଦନା]
୧. ନୌଚାଳକ; ନାଉରୀ; ମାଝୀ; ନୌଜୀବୀ — ୧. Boatman; sailor; navigator.
୨. କର୍ଣ୍ଣଧାର —୨. Helmsman.
୩. ନୌଯାତ୍ରୀ —୩. The passenger on board a ship (Apte)

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ନୌକାସଂକ୍ରାନ୍ତ —Naval.