Jump to content

ନାରାୟଣ

ଉଇକିଅଭିଧାନ‌ରୁ

ନାରାୟଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ନାରାୟଣୀ—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - ପୁଂ. (ନାଗ=ଜଳ+ଅୟନ=ସ୍ଥାନ; ନାର= ନରସମୂହ+ଅୟନ=ଆଶ୍ରୟ; ଯେ ସୃଷ୍ଟି ଆଦ୍ୟରେ ବା ପ୍ରଳୟକାଳରେ ଜଳରେ ଶୟନ କରିଥିଲେ, କିମ୍ୱା ଯେ ନରମାନଙ୍କର ଆଶ୍ରୟ; ଅଥବା ନାର= ସାରୂପ୍ୟମୁକ୍ତି+ଅୟନ—ସ୍ଥାନ; ଯେ ସାରୁପ୍ୟମୁକ୍ତିର ସ୍ଥାନ)[ସମ୍ପାଦନା]

୧. ବିଷ୍ଣୁ; ଭଗବାନ୍ —୧. Name of Bishṇu.
୨. ଋଷି ବିଶେଷ (ନର ତଳେ ନୋଟ୍ ଦେଖ) ୨. Name of a sage.
୩. (ନାମ) ଅଜାମିଳ ନାମକ ମହାପାପୀର ପୁତ୍ର — ୩. Name of the son of a great sinner named Ajāmiḻa.

[ଦ୍ରଷ୍ଟବ୍ୟ —ଅଜାମିକ ଜୀବନ ଯାକ ପାପ କରି ମୃତ୍ୟୁ କାଳରେ ପୁତ୍ରକୁ ଡାକିବା ଯୋଗୁଁ ନାରାୟଣ ନାମ ଉଚ୍ଚାରଣ କରିବାରୁ ମୁକ୍ତି ଲାଭ କରିଥିଲା]

୪. ପୌଷ ମାସ (ହିନ୍ଦୀ - ଶବ୍ଦସାଗର) — ୪. The month P&aline;&uline;sha.
୫. ଅ ଅକ୍ଷର (ହିନ୍ଦୀ - ଶ) —୫. The alphabet 'A'
୬. କୃଷ୍ଣ ଯଜୁର୍ବେଦାନ୍ତର୍ଗତ ଉପନିଷଦବିଶେଷ — ୬. Title of an Upanishad in the Black J̄ajurbeda.
୭. ଅସ୍ତ୍ର ବିଶେଷ (ହିନ୍ଦୀ - ଶବ୍ଦସାଗର) — ୭. Name of a weapon.

ଦେଶଜ - ବିଶେଷ୍ୟ - ପୁଂ.[ସମ୍ପାଦନା]

ମନୁଷ୍ୟଙ୍କ ନାମ —Name given to males.