ନାରୀ

ଉଇକିଅଭିଧାନ‌ରୁ

ନାରୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ନର+ସମ୍ୱନ୍ଧାର୍ଥେ ଅ+ସ୍ତ୍ରୀ. ଈ)[ସମ୍ପାଦନା]

୧. ସ୍ତ୍ରୀ ଜାତି; ସ୍ତ୍ରୀ ଲୋକ —୧. Woman.
୨. ଭାର୍ଯ୍ୟା; ପତ୍ନୀ —୨. Wife.
୩. ୨୩: ଅକ୍ଷର ଯୁକ୍ତ ଛନ୍ଦୋବିଶେଷ — ୩. Name of a sanskrit metre of ୨୩ letters.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ପରଦାରା ଗମନ —୧. Adultary.
୨. (ଆଦରାର୍ଥକ) ନରହରି, ନରସିଂହ ଓ ନାରାୟଣ ଡାକ ନାମ — ୨. A name for calling persons named Narahari, Narasiṁha and Nārāyaṇa.