Jump to content

ନାଲିଆ

ଉଇକିଅଭିଧାନ‌ରୁ

ନାଲିଆ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ବଡ଼ ଟୋକାଇ; ବେତା — ୧. Large basket; hamper.


ଅନୁବାଦ

[ସମ୍ପାଦନା]
୨. (ସଂସ୍କୃତ - ନାଳ) ଛୋଟ ଜଳ ନିର୍ଗମ ପଥ; ପହଣୀ; ନର୍ଦ୍ଦମା ୨. Small drain.

ଅନୁବାଦ

[ସମ୍ପାଦନା]
୩. ନଦୀର ଛୋଟ ଧାର —୩. Very slender branch of river; a small channel.
୪. ତୃଣ ବା ଘାସବିଶେଷ —୫. Reed like grass.

[ ଦ୍ର—ଏହା କାଦୁଆ ଜାଗାରେ ବଢ଼େ ଓ ପାଞ୍ଚ ଫୁଟ ପର୍ଯ୍ୟନ୍ତ ଉଚ୍ଚ ହୁଏ ]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଣ—(ଫାରାସୀ - ଲାଲ)

[ସମ୍ପାଦନା]
୧. ରକ୍ତ ବର୍ଣ୍ଣବିଶିଷ୍ଟ — ୧. Red coloured.
୨. ଇଷତ୍ ରକ୍ତ ବର୍ଣ୍ଣ ବିଶିଷ୍ଟ —୨. Reddish.

ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ - (ଇତର ଭାଷା)

[ସମ୍ପାଦନା]

ଚାଉଳ ଧୁଆ ବାଉଁଶିଆ —Basket for washing rice.