ନାଲିସ୍

ଉଇକିଅଭିଧାନ‌ରୁ

ନାଲିସ୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ନାଲିଶ୍) (କଚିରିଆ)[ସମ୍ପାଦନା]

୧. ମକଦ୍ଦମା —୧. Case; suit.
୨. ଅପରାଧୀ ବିରୋଧରେ ଅପରାଦ୍ଧ ବ୍ୟକ୍ତିର କର୍ତ୍ତୃପକ୍ଷଙ୍କ—ଠାରେ ଅଭିଯୋଗ; ଫେରାଦ — ୨. Compliant against an offender.
୩. ଅପରାଧର ଅଭିଯୋଗ — ୩. Charge against a person.
୪. ଅଭିଯୋଗର ବା ମକଦ୍ଦମାର ବିଷୟ — ୪. Subject-matter of a suit or case.
୫. ଦରଖାସ୍ତ —୫. Petition.

ଅନୁବାଦ[ସମ୍ପାଦନା]

=== ବିଶେଷଣ - (ଫାରାସୀ - ନାଲିଶୀ)

୧. ନାଲିସ କରାଯାଇଥିବା — ୧. Complained of.

(ଯଥା—ଆମ୍ଭର ନାଲିସି ଅମୂକ ନାମର ଏତେ ନମ୍ୱର ମକଦମା)

୨. ମକଦ୍ଦମା ସମ୍ୱନ୍ଧୀୟ — ୨. Pertaining of a suit.
୩. ବିବାଦୀୟ —୩. Disputed.

(ଯଥା—ନାଲିସି ଜମି )