Jump to content

ନାଲି ଜଉଆ

ଉଇକିଅଭିଧାନ‌ରୁ

ନାଲି ଜଉଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ଆଳି) ବିଶେଷ୍ୟ -[ସମ୍ପାଦନା]

ବିରି ଫାଳ ଆକାରର ନାଲିଆ ଦୂର୍ଗନ୍ଧ ପୋକ — A kind of foetid red insect.

[ ଦ୍ର—ଏମାନେ ବାଇଗଣ, ଜହ୍ନି, ଭେଣ୍ଡି ଗଛର ପତ୍ର ଓ ଫଳକୁ ବିନ୍ଧି ନଷ୍ଟ କରିଦିଅନ୍ତି ]