Jump to content

ନାଲୁଆ

ଉଇକିଅଭିଧାନ‌ରୁ

ନାଲୁଆ

ଉଚ୍ଚାରଣ

[ସମ୍ପାଦନା]

(ନାଲୁ—ଅନ୍ୟରୂପ)

  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

(ଅନାଦରାର୍ଥକ) ଲାଲବିହାରୀ ନାମକ ବ୍ୟକ୍ତିର ଡାକ ନାମ —Name for calling Lālabihārī.

ପ୍ରାଦେଶିକ - (ଯାଜପୁର) ବିଶେଷଣ -

[ସମ୍ପାଦନା]

ପେଖନା ବା ବାହାନା; ଛଳନା —Feigning; false excuse; pretence.