ନାଳଚା

ଉଇକିଅଭିଧାନ‌ରୁ

ନାଳଚା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲାଳସା)[ସମ୍ପାଦନା]

୧. ସ୍ପୃହା; ଲାଳସା; ଆକାଂକ୍ଷା — ୧. Yearing; hankering; longing.
୨. ଧନାଶା —୨. Yearing after wealth.
୩. ଲାଳାୟିତ ଅବସ୍ଥା —୩. The state of hankering after a thing.
୪. (ସଂସ୍କୃତ - ଲାଳନ) ଲାଳନ; ଗେଲବସର କରିବା; ଶିଶୁକୁ ମୁହଁ ଦେବା —୪. Too much fondling of a child.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ -[ସମ୍ପାଦନା]

୧. (ସଂସ୍କୃତ - ଲାଳମୟ; ଲାଳସିକ) ଲାଳାମୟ; ନାଳ— ନାଳୁଆ —୧. Slimy; gummy;.
୨. (ସଂସ୍କୃତ - ଲାଳାୟିତ) ଖୋସାମତିଆ —୨. Flattering.
୩. ପରର ମନ ରକ୍ଷା ଉଦ୍ଦେଶ୍ୟରେ କହିବା (କଥା) — ୩. Uttered with a view to flatter.
୪. ଲାଳନାଯୁକ୍ତ; ଗେହ୍ଲା; ଗେଲବସରିଆ — ୪. Fondled; brought up with excessive fondling.
୫. (ସଂସ୍କୃତ - ଲାଳସା; ଲାଳସିକ) ଯାହାର ବହୁତ ଲାଳସା ଥାଏ —୫. Very much hankering.
୬. ଯେ ବିଶିଷ୍ଟ ସୁଖାଦ୍ୟ ପ୍ରତି ଅତି ଲାଳାୟିତ — ୬. Having excessive fondness for dainties.