ନାଳି

ଉଇକିଅଭିଧାନ‌ରୁ

ନାଳି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ନାଳୀ—ଅନ୍ୟରୁପ)

  • (file)

ସଂସ୍କୃତ - ବିଶେଷ୍ୟ - (ନଳ୍ ଧାତୁ= ବନ୍ଧନ କରିବା+ଅ+ଈ)[ସମ୍ପାଦନା]

୧. ଗଣ୍ଡପୂଜା ଘାଆ; ନାଡୀବ୍ରଣ; ବହୁ ଦିବସର ପୁରୁଣା ଘାଆ; ଦୁଷ୍ଟ କ୍ଷତ — ୧. Sinus; gangrene.
୨. ନଳ —୨. Tube.
୩. ନାଡ଼ୀ; ଦେହସ୍ଥ ଶିରା —୩. Artery; vein.
୪. ଏକଦଣ୍ଡ କାଳ —୪. ୨୪ minutes.
୫. ଜଳ ବହିଯିବାର ନାଳ; ପହଣୀ — ୫. Water channel; drain.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. (ସଂସ୍କୃତ - ନାଳ) ଛୋଟ କେନାଲ — ୧. Small canal; a distributory canal.
୨. (ସଂସ୍କୃତ - ଲାଳା) ପଇଡ଼ ଭିତରେ ଥିବା ଲହୁଣୀ ପରି କୋମଳ ଶସ —୨. A soft layer inside a green cocoanut.
୩. ପତଳା ଓ କୋମଳ ପଦାର୍ଥ — ୩. Thin and soft thing.

ପ୍ରାଦେଶିକ - (ସିଂହଭୂମ) ବିଶେଷ୍ୟ -[ସମ୍ପାଦନା]

ଛୋଟିଆ ଓ ଗଭୀର ଶସ୍ୟକ୍ଷେତ୍ର — A small and deep plot of corn.