ନାସ୍ତିକତା
(ନାସ୍ତିକହ—ଅନ୍ୟରୂପ)
ନାସ୍ତିକର ଭାବ ବା ଧର୍ମ; ଈଶ୍ୱର, ପରଲୋକ ଓ ବେଦ ମିଥ୍ୟା, ଏଭଳି ବିଶ୍ୱାସ —Infidelity; atheism; beresy.