ନାହାଲ୍ଗୁଲି
ଦେଖଣା
ନାହାଲ୍ଗୁଲି
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବନ୍ୟ ଗୁଳ୍ମିବିଶେଷ — Cipadessa Futicosa (Haines).
[ଦ୍ରଷ୍ଟବ୍ୟ —ଏହା ଏକ ପ୍ରକାର କଣ୍ଟା ନ ଥିବା ଗଛ ଏଥିର ଫଳ ବା କୋଳି ପାଚିଲେ ନାଲି ଦିଶେ ବିଲୁଆ ଓ ଗୋବରା ଚଢ଼େଇ— ମାନେ ପାଚିଲା କୋଳିକୁ ଖାଆନ୍ତି, ଏହାର କାଠ ଭଲ ଜଳେ ଓ ଏଥିରେ ଯଷ୍ଟି ହୁଏ ଏହା ସିଂହଭୂମି, ଗଡ଼ଜାତ ଓ ପୁରୀ ଜଙ୍ଗଲ— ମାନଙ୍କରେ ଦେଖାଯାଏ]