Jump to content

ନାୟା

ଉଇକିଅଭିଧାନ‌ରୁ

ନାୟା

ଉଚ୍ଚାରଣ

[ସମ୍ପାଦନା]
(ନାୟାଣୀ—ସ୍ତ୍ରୀ) 

ପ୍ରାଦେଶିକ - (ସିଂହଭୂମ) ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ଅନାର୍ଯ୍ୟମାନଙ୍କ ଗ୍ରାମଦେବତାଙ୍କ ପୂଜକ —The priest of a village-Deity of the non-aryans.

[ଦ୍ରଷ୍ଟବ୍ୟ —ସାନ୍ତାଳ, କୋଲ ଓ ଭୂମିଜ ଜାତୀୟ ପୂଜକମାନେ ଗ୍ରାମ— ଦେବତାଙ୍କୁ ପୂଜା କରନ୍ତି ]